ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟସଭା ସାଂସଦ ଶ୍ରୀ ଅଭୟ ଭରଦ୍ଵାଜଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 01 DEC 2020 5:21PM by PIB Bhubaneswar

ଗୁଜରାଟର ରାଜ୍ୟସଭା ସାଂସଦ ଶ୍ରୀ ଅଭୟ ଭରଦ୍ଵାଜଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୁଜରାଟର ରାଜ୍ୟସଭା ସାଂସଦ ଶ୍ରୀ ଅଭୟ ଭରଦ୍ଵାଜ ମହାଶୟ ଜଣେ ଜଣାଶୁଣା ଓକିଲ ଏବଂ ଆଗଧାଡିର ସମାଜସେବୀ ଥିଲେ ଏହା ଏକ ଦୁଃଖର ବିଷୟ ଯେ, ଆମେ ଜଣେ ବିଜ୍ଞ, ଆଦର୍ଶ ଏବଂ ଜାତୀୟ ବିକାଶ ପ୍ରତି ଉତ୍ସାହୀ ବ୍ୟକ୍ତିଙ୍କୁ ହରାଇଛୁ ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପ୍ରତି ମୋର ସମବେଦନା ଓମ୍ ଶାନ୍ତି”

 

**********


(ରିଲିଜ ଆଡି: 1677462) ପରିଦର୍ଶକ କାଉଣ୍ଟର : 168