ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଲକ୍ସମବର୍ଗ ଭର୍ଚୁଆଲ ଶିଖର ସମ୍ମିଳନୀରେ ସ୍ଵୀକୃତିପ୍ରାପ୍ତ ଚୁକ୍ତିନାମାର ତାଲିକା

ପୋଷ୍ଟ କରାଯିବା ଦିନାଙ୍କ: 19 NOV 2020 8:33PM by PIB Bhubaneswar

କ୍ରମିକ ସଂଖ୍ୟା

ଚୁକ୍ତିନାମା

ବିବରଣୀ

1.

ଇଣ୍ଡିଆ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ (ଇଣ୍ଡିଆ ଆଇଏନଏକ୍ସ) ଏବଂ ଲକ୍ସମବର୍ଗ ଷ୍ଟକ ଏକ୍ସଚେଞ୍ଜ ମଧ୍ୟରେ ବୁଝାମଣା

ଆର୍ଥିକ ସେବା ଶିଳ୍ପ, ସିକ୍ୟୁରିଟି ସଂପୃକ୍ତ ଦେଶରେ ଶୃଙ୍ଖଳିତ ବଜାରର ରକ୍ଷଣାବେକ୍ଷଣ, ଇଏସଜି (ପରିବେଶ, ସାମାଜିକ ପ୍ରଶାସନ) ଏବଂ ସ୍ଥାନୀୟ ବଜାରରେ ଗ୍ରୀନ ଫାଇନାନ୍ସ ପ୍ରଦାନ ଦିଗରେ ସହଯୋଗ

2.

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଲକ୍ସମବର୍ଗ ଷ୍ଟକ ଏକ୍ସଚେଞ୍ଜ ମଧ୍ୟରେ ବୁଝାମଣା

ଆର୍ଥିକ ସେବା ଶିଳ୍ପ, ସିକ୍ୟୁରିଟି ସଂପୃକ୍ତ ଦେଶରେ ଶୃଙ୍ଖଳିତ ବଜାରର ରକ୍ଷଣାବେକ୍ଷଣ, ଇଏସଜି (ପରିବେଶ, ସାମାଜିକ ପ୍ରଶାସନ) ଏବଂ ସ୍ଥାନୀୟ ବଜାରରେ ଗ୍ରୀନ ଫାଇନାନ୍ସ ପ୍ରଦାନ ଦିଗରେ ସହଯୋଗ

3.

ଇନଭେଷ୍ଟ ଇଣ୍ଡିଆ ଏବଂ ଲକ୍ସଇନୋଭେସନ ମଧ୍ୟରେ ବୁଝାମଣା

ଭାରତ ଏବଂ ଲକ୍ସମବର୍ଗ ନିବେଶକଙ୍କ ଦ୍ଵାରା ଆଗତ କିମ୍ବା ପ୍ରସ୍ତାବିତ ଇନବାଉଣ୍ଡ ଏଫଡିଆଇର ପ୍ରୋତ୍ସାହନ ଏବଂ ସୁବିଧା ସହିତ ଭାରତୀୟ ଏବଂ ଲକ୍ସମବର୍ଗ କମ୍ପାନୀଗୁଡିକ ମଧ୍ୟରେ ପାରସ୍ପରିକ ବ୍ୟବସାୟିକ ସହଯୋଗର ସମର୍ଥନ ଏବଂ ବିକାଶ 

(ରିଲିଜ ଆଡି: 1674228) ପରିଦର୍ଶକ କାଉଣ୍ଟର : 234