ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜସ୍ଥାନ ମନ୍ତ୍ରୀ ମାଷ୍ଟର ଭନୱରଲାଲ ମେଘୱାଲଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 16 NOV 2020 8:02PM by PIB Bhubaneswar

ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ମାଷ୍ଟର ଭନୱରଲାଲ ମେଘୱାଲଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ମାଷ୍ଟର ଭନୱରଲାଲ ମେଘୱାଲ ଜୀଙ୍କ ବିୟୋଗରେ ମର୍ମାହତ । ସେ ଜଣେ ବରିଷ୍ଠ ନେତା ଥିଲେ, ଯିଏକି ରାଜସ୍ଥାନର ସେବା କରିବାରେ ବିଶେଷ ଆଗ୍ରହୀ ଥିଲେ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ସଦସ୍ୟ ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା” ।

Saddened by the demise of Rajasthan Cabinet Minister, Master Bhanwarlal Meghwal Ji. He was a veteran leader who was passionate about serving Rajasthan. In this hour of sadness, my condolences to his family and supporters: PM @narendramodi

— PMO India (@PMOIndia) November 16, 2020

 

**********


(ରିଲିଜ ଆଡି: 1673316) ପରିଦର୍ଶକ କାଉଣ୍ଟର : 267