ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୌଲାନା ଆଜାଦ ଏବଂ ଆଚାର୍ଯ୍ୟ କୃପାଳିନୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 11 NOV 2020 2:24PM by PIB Bhubaneshwar

ମୌଲାନା ଆଜାଦ ଏବଂ ଆଚାର୍ଯ୍ୟ କୃପାଳିନୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

"ମୌଲାନା ଆଜାଦ ଏବଂ ଆଚାର୍ଯ୍ୟ କୃପାଳିନୀ ଜାତୀୟ ପ୍ରଗତିରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ ସେମାନେ ଗରୀବ ଏବଂ ଯୁବଶକ୍ତିକୁ ସଶକ୍ତ କରିବାରେ ନିଜକୁ ଉତ୍ସର୍ଗ କରିଥିଲେ ଜୟନ୍ତୀ ଅବସରରେ ନତମସ୍ତକ ହୋଇ ସେମାନଙ୍କୁ ମୁଁ ପ୍ରଣାମ କରୁଛି ସେମାନଙ୍କର ଆଦର୍ଶ ଆମକୁ ଉତ୍ସାହିତ କରି ଆସୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

Maulana Azad and Acharya Kripalani are remembered as exemplary stalwarts who made outstanding contributions to national progress. They devoted themselves towards empowering the lives of the poor and youth. I bow to them on their Jayanti. Their ideals continue to motivate us.

— Narendra Modi (@narendramodi) November 11, 2020

**********



(Release ID: 1672003) Visitor Counter : 172