ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ
Posted On:
08 NOV 2020 3:00PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ ଲାଭଦାୟକ ଅଟେ ।
Demonetisation has helped reduce black money, increase tax compliance and formalization and given a boost to transparency.
These outcomes have been greatly beneficial towards national progress. #DeMolishingCorruption pic.twitter.com/A8alwQj45R
— Narendra Modi (@narendramodi) November 8, 2020
(Release ID: 1671287)
Visitor Counter : 167
Read this release in:
Assamese
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam