ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରସିଦ୍ଧ ଭାଓଲିନ ବାଦକ ଶ୍ରୀ ଟି.ଏନ.କ୍ରୀଷ୍ଣାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
03 NOV 2020 11:05AM by PIB Bhubaneswar
ପ୍ରସିଦ୍ଧ ଭାଓଲିନ ବାଦକ ଶ୍ରୀ ଟି.ଏନ.କ୍ରୀଷ୍ଣାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପ୍ରସିଦ୍ଧ ଭାଓଲିନ ବାଦକ ଶ୍ରୀ ଟି.ଏନ.କ୍ରୀଷ୍ଣାଙ୍କ ନିଧନ ଯୋଗୁଁ ସଙ୍ଗୀତ ଦୁନିଆରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଗଲା । ତାଙ୍କର କାର୍ଯ୍ୟଶୈଳୀ ଆମ ସଂସ୍କୃତି ଏବଂ ଭାବନାକୁ ସୁନ୍ଦର ଭାବେ ଆବଦ୍ଧ କରି ରଖିପାରୁଥିଲା । ସେ ଯୁବ ସଙ୍ଗୀତକାରଙ୍କ ପାଇଁ ଜଣେ ଉତ୍କୃଷ୍ଟ ଗୁରୁ ଥିଲେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ ଶାନ୍ତି” ।
**********
(ରିଲିଜ ଆଡି: 1669838)
ପରିଦର୍ଶକ କାଉଣ୍ଟର : 177
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam