ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ଵର୍ଗତ ଶ୍ରୀ ମହେଶଭାଇ ଏବଂ ସ୍ଵର୍ଗତ ଶ୍ରୀ ନରେଶଭାଇ କାନୋଡିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
30 OCT 2020 11:23AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀନଗରଠାରେ ସ୍ଵର୍ଗତ ଶ୍ରୀ ମହେଶଭାଇ ଏବଂ ସ୍ଵର୍ଗତ ଶ୍ରୀ ନରେଶଭାଇ କାନୋଡିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଚଳଚ୍ଚିତ୍ର, ସଙ୍ଗୀତ ଏବଂ ସଂସ୍କୃତି ସହିତ ଉଭୟେ ଜଡିତ ଥିଲେ ।

**********
(ରିଲିଜ ଆଡି: 1668882)
ପରିଦର୍ଶକ କାଉଣ୍ଟର : 155
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam