ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫ୍ରାନ୍ସର ନିସ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା

ପୋଷ୍ଟ କରାଯିବା ଦିନାଙ୍କ: 29 OCT 2020 7:55PM by PIB Bhubaneswar

ଆଜି ଫ୍ରାନ୍ସର ନିସସ୍ଥିତ ଏକ ଚର୍ଚ୍ଚ ଭିତରେ ହୋଇଥିବା ଆତଙ୍କବାଦୀ ଆକ୍ରମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢଭାବେ  ନିନ୍ଦା କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ ଜରିଆରେ କହିଛନ୍ତି, "ଆଜି ଫ୍ରାନ୍ସର ନିସରେ ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ମୁଁ ଦୃଢ ଭାବେ ନିନ୍ଦା କରୁଛି ପୀଡିତଙ୍କ ପରିବାର ଏବଂ ଫ୍ରାନ୍ସର ଲୋକଙ୍କ ପ୍ରତି ଆମର ଗଭୀର ସମବେଦନା ଆତଙ୍କବାଦ ବିରୋଧି ଲଢେଇରେ ଫ୍ରାନ୍ସ ସହିତ ଭାରତ ଛିଡା ହୋଇଛି”

**********


(ରିଲିଜ ଆଡି: 1668651) ପରିଦର୍ଶକ କାଉଣ୍ଟର : 233