ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାଳୟା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2020 11:46AM by PIB Bhubaneswar

ମହାଳୟା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହି ମହାଳୟାରେ ଆମେ ପ୍ରାର୍ଥନା କରିବା ଯେପରି ସମଗ୍ର ବିଶ୍ୱ ମହାମାରୀକୁ ହଟାଇବାରେ ସଫଳ ହେବ, ସେଥିପାଇଁ ମାଦୁର୍ଗା ଆମକୁ ଆଶୀର୍ବାଦ କରିବେ ମାଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ଖୁସି ଆଣିଦେଉ ସମଗ୍ର ପୃଥିବୀ ସମୃଦ୍ଧଶାଳୀ ହେଉ

ଶୁଭ ମହାଳୟା

 

**********

 


(ରିଲିଜ ଆଡି: 1655678) ପରିଦର୍ଶକ କାଉଣ୍ଟର : 192