ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଞ୍ଜିନିୟର ଦିବସରେ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 15 SEP 2020 7:21PM by PIB Bhubaneshwar

ଇଞ୍ଜିନିୟର ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି "ଇଞ୍ଜିନିୟର ଦିବସରେ ସମସ୍ତ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ସାର୍ ଏମ୍ ବିଶ୍ୱେ ଶ୍ୱରାୟାଙ୍କୁ ଆମେ ତାଙ୍କ ଜୟନ୍ତୀରେ ସ୍ମରଣ କରୁଛୁ ରାଷ୍ଟ୍ର ନିର୍ମାଣରେ ଆମର ଇଞ୍ଜିନିୟରମାନଙ୍କ ଅବଦାନ ପାଇଁ ଭାରତ ଗର୍ବିତ", ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********

 


(रिलीज़ आईडी: 1654748) आगंतुक पटल : 248
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam