ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ନିଯୁକ୍ତି ସଂସ୍ଥା ଗଠନ ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 AUG 2020 7:53PM by PIB Bhubaneswar

ଜାତୀୟ ନିଯୁକ୍ତି ସଂସ୍ଥା ଗଠନ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, “ଜାତୀୟ ନିଯୁକ୍ତି ସଂସ୍ଥା କୋଟି କୋଟି ଯୁବକମାନଙ୍କ ପାଇଁ ଏକ ବରଦାନ ଭାବେ ସାବ୍ୟସ୍ତ ହେବ ଏକକ ଯୋଗ୍ୟତା ପରୀକ୍ଷା ମାଧ୍ୟମରେ, ଏହା ଏକାଧିକ ପରୀକ୍ଷାକୁ ଦୂର କରିବ ଏବଂ ମୂଲ୍ୟବାନ ସମୟ ତଥା ସମ୍ବଳ ମଧ୍ୟ ସଞ୍ଚୟ କରିବ ଏହା ମଧ୍ୟ ପାରଦର୍ଶିତା ପାଇଁ ଏକ ବଡ଼ ଉତ୍ସ ହେବ”

 

**********


(ରିଲିଜ ଆଡି: 1647469) ପରିଦର୍ଶକ କାଉଣ୍ଟର : 130