ରାଷ୍ଟ୍ରପତିଙ୍କ ସଚିବାଳୟ
ପ୍ରେସ ଇସ୍ତାହାର
प्रविष्टि तिथि:
18 AUG 2020 10:55AM by PIB Bhubaneshwar
ରାଷ୍ଟ୍ରପତି ନିମ୍ନଲିଖିତ ନିଯୁକ୍ତି/ବଦଳି କରିଛନ୍ତି ।
1. ଗୋଆର ରାଜ୍ୟପାଳ ଶ୍ରୀ ସତ୍ୟପାଲ ମଲ୍ଳିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳଭାବେ ନିଯୁକ୍ତି ଦିଆଯାଇଛି ।
2. ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ ନିଜ ଦାୟିତ୍ୱ ସହ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
3. ଏହି ଆଦେଶ ଉଭୟ ନିଜ ନିଜର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ ।
**********
(रिलीज़ आईडी: 1646799)
आगंतुक पटल : 205
इस विज्ञप्ति को इन भाषाओं में पढ़ें:
English
,
Punjabi
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Tamil
,
Telugu
,
Malayalam