ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଣ୍ଡିତ ଜସରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 17 AUG 2020 7:06PM by PIB Bhubaneshwar

ପଣ୍ଡିତ ଜସରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

“ପଣ୍ଡିତ ଜସରାଜଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ଫଳରେ ଭାରତୀୟ କଳା ସଂସ୍କୃତି ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାଙ୍କର ପ୍ରଦର୍ଶନ କେବଳ ଉଲ୍ଲେଖନୀୟ ନଥିଲା, ସେ ଅନ୍ୟାନ୍ୟ କଣ୍ଠଶିଳ୍ପୀଙ୍କ ପାଇଁ ଜଣେ ପରାମର୍ଶଦାତା ଭାବରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ତାଙ୍କ ପରିବାର ଏବଂ ସାରା ବିଶ୍ୱର ପ୍ରଶଂସକଙ୍କୁ ସମବେଦନା ଓମ୍ ଶାନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********


(रिलीज़ आईडी: 1646568) आगंतुक पटल : 214
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam