ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଜୟୱାଡା କୋଭିଡ କେନ୍ଦ୍ରରେ ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ନେଇ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 AUG 2020 10:14AM by PIB Bhubaneswar

ବିଜୟୱାଡା କୋଭିଡ କେନ୍ଦ୍ର ଅଗ୍ନିକାଣ୍ଡରେ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ବିଜୟୱାଡା କୋଭିଡ ସେଣ୍ଟରରେ ଅଗ୍ନିକାଣ୍ଡ ମୋତେ  ବ୍ୟଥିତ କରିଛି ମୃତକଙ୍କ ପ୍ରିୟଜନଙ୍କ ପ୍ରତି ମୋର ସମବେଦନା ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନଙ୍କ ସହିତ ବର୍ତ୍ତମାନ ପରିସ୍ଥିତି ନେଇ ଆଲୋଚନା କରିବା ସହିତ ସମସ୍ତ ସମ୍ଭାବ୍ୟ ସହଯୋଗ ସୁନିଶ୍ଚିତ କରାଇଛି

 

**********


(ରିଲିଜ ଆଡି: 1644550) ପରିଦର୍ଶକ କାଉଣ୍ଟର : 186