ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାକରପାର ଆଣବିକ ଶକ୍ତି ପ୍ଳାଣ୍ଟ-3ର ସଫଳତା ନେଇ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 22 JUL 2020 10:44AM by PIB Bhubaneshwar

କାକରପାର ଆଣବିକ ଶକ୍ତି ପ୍ଳାଣ୍ଟ-3ର ସଫଳତା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କାକରପାର ପରମାଣୁ ଶକ୍ତି ପ୍ଳାଣ୍ଟ-3ର ସଫଳତା ପାଇଁ ଆମ ବୈଜ୍ଞାନିକଙ୍କୁ ଅଭିନନ୍ଦନ! ସ୍ଵଦେଶୀ କୌଶଳରେ ନିର୍ମିତ 700 ଏମଡବ୍ଲୁଇ କେଏପିପି-3 ରିଆକ୍ଟର ମେକ ଇନ ଇଣ୍ଡିଆର ଏକ ଉଜ୍ଜ୍ଵଳ ଉଦାହରଣ ଭବିଷ୍ୟତର ଅନେକ ସଫଳତା ପାଇଁ ଏହା ଦ୍ୱାର ଉନ୍ମୁକ୍ତ କରିବ”!

 

**********


(रिलीज़ आईडी: 1640461) आगंतुक पटल : 239
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam