ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ନେଇ ସଂକଳ୍ପ ଦୋହରାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 JUN 2020 11:37AM by PIB Bhubaneswar

ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ଵିଟ ଜରିଆରେ କହିଛନ୍ତି, “#ବିଶ୍ୱ ପରିବେଶ ଦିବସରେ, ପୃଥିବୀର ସମୃଦ୍ଧ ଜୈବ ବିବିଧତାକୁ ରକ୍ଷା କରିବା ନେଇ ଆମେ ଆମର ସଂକଳ୍ପ ଦୋହରାଉଛୁ । ଆସନ୍ତୁ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କୁ ଏହି ପୃଥିବୀରେ ସୁରକ୍ଷିତ ରଖିବା ପାଇଁ ସାମୂହିକ ପ୍ରୟାସ କରିବା । ଆମେ ଆଗାମୀ ପିଢି ପାଇଁ ଏକ ଉନ୍ନତ ଓ ସୁନ୍ଦର ପୃଥିବୀ ଛାଡିଯିବା” ।

 

**********


(ରିଲିଜ ଆଡି: 1629761) ପରିଦର୍ଶକ କାଉଣ୍ଟର : 270