ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଅଧିକ ସଂଖ୍ୟକ କୋଭିଡ-19 ମାମଲା ଥିବା ଜିଲ୍ଲାରେ ମୁତୟନ ହେବେ କେନ୍ଦ୍ରୀୟ ଟିମ୍
प्रविष्टि तिथि:
03 MAY 2020 8:46PM by PIB Bhubaneshwar
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟ 20ଟି କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଟିମ୍ ଗଠନ କରାଯାଇଛି । ଅଧିକ ସଂଖ୍ୟକ କୋଭିଡ-19 ମାମଲା ଥିବା ଦେଶର 20ଟି ଜିଲ୍ଲାକୁ ଏହି ଟିମ୍ ପଠାଯିବ । ସେହି ଜିଲ୍ଲାଗୁଡିକ ହେଲା:
1. ମୁମ୍ବାଇ, ମହାରାଷ୍ଟ୍ର
2. ଅହମ୍ମଦାବାଦ, ଗୁଜୁରାଟ
3. ଦିଲ୍ଲୀ (ଦକ୍ଷିଣ ପୂର୍ବ)
4. ଇନ୍ଦୋର, ମଧ୍ୟପ୍ରଦେଶ
5. ପୁନା, ମହାରାଷ୍ଟ୍ର
6. ଜୟପୁର, ରାଜସ୍ଥାନ
7. ଥାନେ, ମହାରାଷ୍ଟ୍ର
8. ସୁରତ, ଗୁଜୁରାଟ
9. ଚେନ୍ନାଇ, ତାମିଲନାଡୁ
10. ହାଇଦ୍ରାବାଦ, ତେଲେଙ୍ଗାନା
11. ଭୋପାଳ, ମଧ୍ୟପ୍ରଦେଶ
12. ଯୋଧପୁର, ରାଜସ୍ଥାନ
13. ଦିଲ୍ଲୀ (ମଧ୍ୟ)
14. ଆଗ୍ରା, ଉତ୍ତରପ୍ରଦେଶ
15. କୋଲକାତା, ପଶ୍ଚିମବଙ୍ଗ
16. କୁର୍ଣ୍ଣୁଲ, ଆନ୍ଧ୍ରପ୍ରଦେଶ
17. ଭଦୋଦରା, ଗୁଜୁରାଟ
18. ଗୁଣ୍ଟୁର, ଆନ୍ଧ୍ର ପ୍ରଦେଶ
19. କ୍ରିଷ୍ଣା, ଆନ୍ଧ୍ର ପ୍ରଦେଶ
20. ଲକ୍ଷ୍ନୌ, ଉତ୍ତର ପ୍ରଦେଶ
ଏହି ଜିଲ୍ଲା/ସହରଗୁଡିକରେ କେନ୍ଦ୍ରୀୟ ଟିମ୍ କୋଭିଡ-19 ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ କାର୍ଯ୍ୟାନ୍ୱୟନରେ ସାହାଯ୍ୟ କରିବ । ଟିମଗୁଡିକ ରାଜ୍ୟ ସରକାରମାନଙ୍କୁ ସହାୟତା କରିବ ।
(रिलीज़ आईडी: 1620815)
आगंतुक पटल : 270
इस विज्ञप्ति को इन भाषाओं में पढ़ें:
Telugu
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada