ରେଳ ମନ୍ତ୍ରଣାଳୟ

17 ମେ’ 2020 ପର୍ଯ୍ୟନ୍ତ ବନ୍ଦ ରହିବ ଯାତ୍ରୀ ରେଳ ସେବା

ପୋଷ୍ଟ କରାଯିବା ଦିନାଙ୍କ: 02 MAY 2020 12:45PM by PIB Bhubaneswar

କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ରେଳ ଯାତ୍ରୀବାହି ଟ୍ରେନକୁ ବନ୍ଦ ରଖିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି, କିନ୍ତୁ ରାଜ୍ୟ ସରକାରମାନଙ୍କ ଦ୍ଵାରା କରାଯାଇଥିବା ଅନୁରୋଧ ଏବଂ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ଫଶୀ ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଏବଂ ଅନ୍ୟ ନଜସାଧାରଣଙ୍କ ଯାତାୟାତ ଲାଗି ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚାଲିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ମାଲବାହୀ ଟ୍ରେନଗୁଡିକ ପୂର୍ବଭଳି ଚାଲୁ ରହିବ ।

 

**********


(ରିଲିଜ ଆଡି: 1620432) ପରିଦର୍ଶକ କାଉଣ୍ଟର : 250