ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କୋଭିଡ-19 ଲକଡାଉନ୍ ପରିସ୍ଥିତି ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସମୀକ୍ଷା ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 29 APR 2020 9:37PM by PIB Bhubaneswar

କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ଆଜି ଲକଡାଉନ ପରିସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛି

ଏଥିରୁ ଜଣାପଡିଥିଲା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଲକଡାଉନ ପରିସ୍ଥିତିରେ ବହୁତ ଲାଭ ଏବଂ ଉନ୍ନତି ହୋଇଛି ଲକଡାଉନର ସୁଫଳ ବଜାୟ ରଖିବାକୁ ହେଲେ, 3 ମେ’ ପର୍ଯ୍ୟନ୍ତ ଲକଡାଉନ ନିର୍ଦ୍ଦେଶାବଳୀ ନିଶ୍ଚିତ ଭାବରେ ପାଳନ କରାଯିବା ଆବଶ୍ୟକ

କୋଭିଡ-19 ସହିତ ଲଢିବା ପାଇଁ ନୂତନ ନିର୍ଦ୍ଦେଶାବଳୀ 4 ମେ’ ରୁ କାର୍ଯ୍ୟକାରୀ ହେବ, ଯାହା ଅନେକ ଜିଲ୍ଲାକୁ ଯଥେଷ୍ଟ ଆଶ୍ଵସ୍ଥି ପ୍ରଦାନ କରିବ ଏହି ବିଷୟରେ ସବିଶେଷ ତଥ୍ୟ ଆଗାମୀ ଦିନରେ ସୂଚିତ କରାଯିବ

 

**********


(ରିଲିଜ ଆଡି: 1619461) ପରିଦର୍ଶକ କାଉଣ୍ଟର : 208