ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଧରିତ୍ରୀ ମାତାଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 APR 2020 11:36AM by PIB Bhubaneswar

ଆନ୍ତର୍ଜାତିକ ଧରିତ୍ରୀ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧରିତ୍ରୀ ମାତାଙ୍କୁ କୃତଜ୍ଞତା ଜଣାଇଛନ୍ତି

“ଆନ୍ତର୍ଜାତିକ ଧରିତ୍ରୀ ଦିବସରେ ପୃଥିବୀ ମାତା ଆମର ରକ୍ଷଣା ବେକ୍ଷଣ କରିବା ସହ ଆମକୁ କରୁଣା ପ୍ରଦାନ କରିଥିବାରୁ ଆମେ ସମସ୍ତେ କୃତଜ୍ଞତା ଜଣାଉଛୁ ଆସନ୍ତୁ ଆମେ ଏକ ସ୍ଵଚ୍ଛ, ସୁସ୍ଥ ଏବଂ ସମୃଦ୍ଧ ପୃଥିବୀ ନିର୍ମାଣ ଦିଗରେ କାର୍ଯ୍ୟ କରିବା ନେଇ ସଂକଳ୍ପ ନେବା କୋଭିଡ-19କୁ ପରାସ୍ତ କରିବା ଲାଗି ସବୁଠାରୁ ଆଗରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଉତ୍ସାହିତ କରିବା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(ରିଲିଜ ଆଡି: 1616981) ପରିଦର୍ଶକ କାଉଣ୍ଟର : 261