ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରିଜର୍ଭ ବ୍ୟାଙ୍କର ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

• ନଗଦ ଅର୍ଥ ପରିମାଣ ବୃଦ୍ଧି ପାଇବା ସହ ଋଣ ଯୋଗାଣରେ ସୁଧାର ହେବ, କହିଲେ ପ୍ରଧାନମନ୍ତ୍ରୀ

Posted On: 17 APR 2020 2:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିବା ପଦକ୍ଷେପକୁ ପ୍ରସଂଶା କରିଛନ୍ତି । ଏହା ଫଳରେ ନଗଦ ଅର୍ଥ ପରିମାଣ ବୃଦ୍ଧି ପାଇବା ସହ ଋଣ ଯୋଗାଣରେ ମଧ୍ୟ  ଉନ୍ନତି  ଘଟିବ ବୋଲି ସେ କହିଛନ୍ତି । ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ଫଳରେ ଛୋଟ ବ୍ୟବସାୟ, ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ, ଚାଷୀ ଓ ଗରୀବ ଲୋକେ ଏହାଦ୍ୱାରା ଉପକୃତ ହେବେ ।  ଏହା ମଧ୍ୟ ସମସ୍ତ ରାଜ୍ୟଗୁଡିକୁ ସେମାନଙ୍କ WMA ସୀମା ବଢାଇବରେ ସାହାଯ୍ୟ କରିବ ।

 

**********



(Release ID: 1615471) Visitor Counter : 162