ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଡ ଫ୍ରାଇଡେରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 APR 2020 10:59AM by PIB Bhubaneshwar

ପବିତ୍ର ଗୁଡ ଫ୍ରାଇଡେରେ ସତ୍ୟ, ସେବା ଏବଂ ନ୍ୟାୟର ପ୍ରତୀକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନେପକାଇଛନ୍ତି

“ଭଗବାନ ଯୀଶୁଖ୍ରୀଷ୍ଟ ମାନବ ସେବାରେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କଠାରେ ଧର୍ମ, ସତ୍ୟ, ନ୍ୟାୟ ଓ ସେବାର ଭାବନା ରହିଥିଲା । ଗୁଡ ଫ୍ରାଇଡେ ଅବସରରେ ଆମେ ଭଗବାନ ଯୀଶୁଖ୍ରୀଷ୍ଟ ଏବଂ ସତ୍ୟ, ସେବା ଓ ନ୍ୟାୟ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସ୍ମରଣ କରୁଛୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(ରିଲିଜ ଆଡି: 1612830) ପରିଦର୍ଶକ କାଉଣ୍ଟର : 145