ଜାହାଜ ଚଳାଚଳ ମନ୍ତ୍ରଣାଳୟ

ସିଏସ୍ଆର ଫଣ୍ଡ ବାବଦରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପିଏମ-କେଆରର୍ସକୁ ପ୍ରଦାନ କଲା 52 କୋଟି ଟଙ୍କା

प्रविष्टि तिथि: 06 APR 2020 12:08PM by PIB Bhubaneshwar

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ସହାୟତା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧୀନ ସବୁ ପ୍ରମୁଖ ବନ୍ଦର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସିଏସ୍ଆର ପାଣ୍ଠି ବାବଦରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ  ଜରୁରୀକାଳୀନ ରିଲିଫ ପାଣ୍ଠି (ପିଏମ୍-କେଆର୍ସ)କୁ 52 କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସହାୟତା ଯୋଗାଣ ସଂକ୍ରାନ୍ତ ନିଷ୍ପତ୍ତି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । 

 

**********


(रिलीज़ आईडी: 1611777) आगंतुक पटल : 144
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Punjabi , Gujarati , Tamil , Telugu , Kannada , Malayalam