ଜାହାଜ ଚଳାଚଳ ମନ୍ତ୍ରଣାଳୟ
ପିଏମ କେଆର୍ସ ଫଣ୍ଡକୁ ବନ୍ଦର କର୍ମଚାରୀଙ୍କ ସାତ କୋଟି ଟଙ୍କା ଦାନ
प्रविष्टि तिथि:
06 APR 2020 12:10PM by PIB Bhubaneshwar
ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅନ୍ତର୍ଗତ ସମସ୍ତ ବନ୍ଦର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ କରୋନା ମୁକାବିଲା ପାଇଁ ଗଠିତ ପିଏମ କେଆର୍ସ ଫଣ୍ଡକୁ ନିଜ ନିଜର ଗୋଟିଏ ଦିନର ବେତନ ମୋଟ ସାତ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥ କରୋନା ପୀଡିତାଙ୍କ ଚିକିତ୍ସା ଓ ସହାୟତା ବାବଦରେ ଖର୍ଚ୍ଚ ହେବ । ପ୍ରଧାମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଏହି ପାଣ୍ଠି ନିମନ୍ତେ ସରକାରୀ ବେସରକାରୀ ଆଦି ବିଭିନ୍ନ କ୍ଷେତ୍ରରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।
**********
(रिलीज़ आईडी: 1611772)
आगंतुक पटल : 152
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam