ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ମେକ୍ ଇନ୍ ଇଣ୍ଡିଆ’ର ୧୨ ବର୍ଷ ପୂର୍ତ୍ତି ଅବସରରେ ଏହାର ପ୍ରଭାବ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2026 11:15AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପର ୧୨ ବର୍ଷ ପୂର୍ତ୍ତି ଅବସରରେ ଏହାର ସଫଳତାଗୁଡ଼ିକୁ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପଦକ୍ଷେପ ଦ୍ୱାରା ଭାରତରେ ଅଧିକ ଉତ୍ପାଦନ, ଭାରତରେ ଅଧିକ ନିବେଶ ଏବଂ ଭାରତରୁ ଅଧିକ ରପ୍ତାନି ହୋଇପାରିଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏହି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ଦୃଶ୍ୟମାନ ହେଉଛି।

'X' ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି :

"ଭାରତରେ ଅଧିକ ନିର୍ମିତ।"

ଭାରତରେ ଅଧିକ ନିବେଶ ।

ଭାରତରୁ ଅଧିକ ରପ୍ତାନି ।

ବିଭିନ୍ନ କ୍ଷେତ୍ରରେ ଦୃଶ୍ୟମାନ ଏକ ପରିବର୍ତ୍ତନ !

#12YearsOfMakeInIndia"

****

SSP


(ରିଲିଜ ଆଡି: 2334242) ପରିଦର୍ଶକ କାଉଣ୍ଟର : 7