ରାଷ୍ଟ୍ରପତିଙ୍କ ସଚିବାଳୟ
ପ୍ରେସ ବିଜ୍ଞପ୍ତି
ପୋଷ୍ଟ କରାଯିବା ଦିନାଙ୍କ:
25 JUL 2026 8:35PM by PIB Bhubaneswar
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୭୫ ଧାରା (୨) ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶ୍ରୀ ପ୍ରଧାନଙ୍କ ଇସ୍ତଫାକୁ ତତ୍କାଳ ପ୍ରଭାବ ସହ ଗ୍ରହଣ କରାଯାଇଛି ।
ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି କ୍ୟାବିନେଟ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଅର୍ପଣ କରିଛନ୍ତି । ନିଜ ମନ୍ତ୍ରଣାଳୟ ସହିତ ସେ ଏହି ମନ୍ତ୍ରଣାଳୟର ଅତିରିକ୍ତ କାର୍ଯ୍ୟଭାର ତୁଲାଇବେ ।
****
PS/Swadhin
(ରିଲିଜ ଆଡି: 2289493)
ପରିଦର୍ଶକ କାଉଣ୍ଟର : 43
ଏହି ରିଲିଜ ପଢନ୍ତୁ :
English
,
Khasi
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam