ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିକାଶିତ ଭାରତ ପାଇଁ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣ ପ୍ରତି ପ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 16 JUN 2026 12:50PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗତ ଦଶନ୍ଧିରେ ଭିତ୍ତିଭୂମିର ରେକର୍ଡ ଉନ୍ନତିକରଣ ହୋଇଛି ଏକ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବା ପାଇଁ ଦେଶର ଲୋକମାନଙ୍କ ପାଇଁ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣ ପାଇଁ ସେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି

ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

"ଗତ ଦଶନ୍ଧିରେ ଭିତ୍ତିଭୂମିର ରେକର୍ଡ ଉନ୍ନତିକରଣ ହୋଇଛି ଆମ ଦେଶର ଲୋକମାନଙ୍କ ପାଇଁ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ, ଯାହାଦ୍ୱାରା ଆମର ବିକାଶି ଭାରତ ଲକ୍ଷ୍ୟ ସାକାର ହୋଇପାରିବ

#12YearsOfNayaBharatNirman”

HS


(रिलीज़ आईडी: 2273883) आगंतुक पटल : 4
इस विज्ञप्ति को इन भाषाओं में पढ़ें: Tamil , English , Urdu , Marathi , हिन्दी , Nepali , Manipuri , Assamese , Bengali , Bengali-TR , Punjabi , Gujarati , Telugu , Kannada , Malayalam