ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କେୟା ନାଇଡୁଙ୍କ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଯେଉଁଥିରେ ବିକାଶ ପରିଚାଳିତ ଶାସନ ମଡେଲ ଏବଂ ଏକ ସ୍ୱର୍ଣ୍ଣିମ ଭାରତ ଦିଗରେ ମାର୍ଗ ଉପରେ ଆଲୋକପାତ କରାଯାଇଛି

प्रविष्टि तिथि: 10 JUN 2026 9:56PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କେୟା ନାଇଡୁଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି

ଏହି ନିବନ୍ଧରେ ପୂର୍ବତନ ଉପରାଷ୍ଟ୍ରପତି ବିକାଶ ପରିଚାଳିତ ଶାସନ ମଡେଲ ଉପରେ ଆଲୋକପାତ କରିଛନ୍ତି ଯାହା ଲୋକଙ୍କ ଆକାଂକ୍ଷା ସହିତ ପ୍ରତିଧ୍ୱନିତ ହୋଇ ଏକ ସ୍ୱର୍ଣ୍ଣିମ ଭାରତ ପାଇଁ ପଥ ପରିଷ୍କାର କରିଛି

ପ୍ରଧାନମନ୍ତ୍ରୀ 'ଏକ୍ସରେ ପୋଷ୍ଟ କରିଛନ୍ତି:

"ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ୪୩୯୯ ଦିନ ପୂରଣ କରିବା ପରେ, ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିୟା ନାଇଡୁ ଙ୍କ ଏହି ନିବନ୍ଧ ଏହି ମାଇଲଖୁଣ୍ଟକୁ ଏକ ଅସାଧାରଣ ସଫଳତା ଭାବେ ପ୍ରଶଂସା କରିଛି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ ପରିଚାଳିତ ଶାସନ ମଡେଲ ଉପରେ ଆଲୋକପାତ କରିଛନ୍ତି ଯାହା ଲୋକଙ୍କ ଆକାଂକ୍ଷା ସହିତ ପ୍ରତିଧ୍ୱନିତ ହୋଇ ଏକ ସ୍ୱର୍ଣ୍ଣିମ ଭାରତ ପାଇଁ ପଥ ପରିଷ୍କାର କରିଛି ।’’

HS


(रिलीज़ आईडी: 2271948) आगंतुक पटल : 3
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Assamese , Punjabi , Gujarati , Tamil , Telugu , Kannada , Malayalam