ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫଳାଫଳ ତାଲିକା: ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲାଇଡସଙ୍କ ଭାରତ ଗସ୍ତ
ପୋଷ୍ଟ କରାଯିବା ଦିନାଙ୍କ:
22 MAY 2026 4:11PM by PIB Bhubaneswar
ବୁଝାମଣା ପତ୍ର/ ଚୁକ୍ତିନାମା
କ୍ରମିକ ନଂ ବୁଝାମଣା ପତ୍ର/ ଚୁକ୍ତିନାମାଗୁଡ଼ିକ
୧. ଆତଙ୍କବାଦୀ ବିରୋଧୀ ମିଳିତ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର
୨. ଭାରତର ସୁଷମା ସ୍ୱରାଜ ଇନଷ୍ଟିଚୁ୍ୟଟ ଅଫ ଫରେନ ସର୍ଭିସ ଏବଂ ସାଇପ୍ରସର କୂଟନୈତିକ ଏକାଡେମୀ ମଧ୍ୟରେ କୂଟନୈତିକ ତାଲିମ କ୍ଷେତ୍ରରେ ବୁଝାମଣାପତ୍ର
୩. ସାଇପ୍ରସର ଗବେଷଣା, ନବସୃଜନ, ଏବଂ ଡିଜିଟାଲ ନୀତି ଉପମନ୍ତ୍ରଣାଳୟ ଏବଂ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର
୪. ସାଇପ୍ରସର ଲାର୍ନାକା ମିଳିତ ଉଦ୍ଧାର ସମନ୍ୱୟ କେନ୍ଦ୍ର ଏବଂ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ସନ୍ଧାନ ଏବଂ ଉଦ୍ଧାର (ଏସଏଆର) ବିଷୟରେ ସରକାରୀ ସମନ୍ୱୟ ଏବଂ ସହଯୋଗ ପ୍ରତିଷ୍ଠା ପାଇଁ ବୈଷୟିକ ବ୍ୟବସ୍ଥା
୫. ଉଚ୍ଚଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗ ପାଇଁ ଭାରତର ଶିକ୍ଷା ମନ୍ତ୍ରଣାଳୟ ଏବଂ ସାଇପ୍ରସ ସରକାରଙ୍କ ଶିକ୍ଷା, କ୍ରୀଡ଼ା ଏବଂ ଯୁବ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର
୬. ୨୦୨୬-୨୦୩୦ ବର୍ଷ ପାଇଁ ଭାରତର ସଂସ୍କୃତି ମନ୍ତ୍ରଣାଳୟ ଏବଂ ସାଇପ୍ରସର ସଂସ୍କୃତି ଉପମନ୍ତ୍ରଣାଳୟ ମଧ୍ୟରେ ସାଂସ୍କୃତିକ ସହଯୋଗ ପାଇଁ ବୁଝାମଣାପତ୍ର
ଘୋଷଣାଗୁଡ଼ିକ
କ୍ରମିକ ନଂ ଶୀର୍ଷକ
୧. ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ରଣନୈତିକ ସହାଭାଗୀତା ପର୍ଯ୍ୟନ୍ତ ବୃଦ୍ଧି
୨. ୨୦୨୬-୨୦୩୧ ପାଇଁ ଭାରତ ଏବଂ ସାଇପ୍ରସ ମଧ୍ୟରେ ପ୍ରତିରକ୍ଷା ସହଯୋଗ ପାଇଁ ରୋଡମ୍ୟାପ୍
୩. ଭାରତ ଏବଂ ସାଇପ୍ରସ ମଧ୍ୟରେ ଏକ ସାଇବର ସୁରକ୍ଷା ଆଲୋଚନା ପ୍ରତିଷ୍ଠା
୪. ଭାରତ ଏବଂ ସାଇପ୍ରସ ମଧ୍ୟରେ ଏକ କନସୁଲାର ଆଲୋଚନା ପ୍ରତିଷ୍ଠା
୫. ‘ବାଣିଜ୍ୟ, ସଂଯୋଗ ବ୍ୟବସ୍ଥା ଏବଂ ସାମୁଦ୍ରିକ ପରିବହନ’ କ୍ଷେତ୍ରରେ ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପରେ ଯେଗାଦାନ
୬. ସାଇପ୍ରସ ଗଣରାଜ୍ୟକୁ ସହଯୋଗ ହିତା ଏବଂ ମୈତ୍ରୀ (ବିଏଚଆଇଏସଏମ) କୁ୍ୟବ ପାଇଁ ଭାରତ ସ୍ୱାସ୍ଥ୍ୟ ପଦକ୍ଷେପର ଉପହାର
୭. ୧୮ ମଇ ୨୦୨୬ରେ ପ୍ରଥମ ଥର ପାଇଁ ଭାରତ-ସାଇପ୍ରସ ମହାକାଶ ଦିବସ ପାଳନ
୮. ମୁମ୍ବାଇରେ ଏକ ସାଇପ୍ରସ ବାଣିଜ୍ୟ କେନ୍ଦ୍ର ଖୋଲିବା ପାଇଁ ସାଇପ୍ରସ ପକ୍ଷର ଇଚ୍ଛା ଘୋଷଣା
SR
(ରିଲିଜ ଆଡି: 2264466)
ପରିଦର୍ଶକ କାଉଣ୍ଟର : 2
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam