ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହିଳାଙ୍କ ନିଯୁକ୍ତି ହାରରେ ଉଲ୍ଲେଖନୀୟ ବୃଦ୍ଧି ଉପରେ ଆଲୋକପାତ କରୁଥିବା ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
29 APR 2026 4:22PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶରେ ମହିଳାମାନଙ୍କ ନିଯୁକ୍ତି ହାରରେ ଉଲ୍ଲେଖନୀୟ ବୃଦ୍ଧି ଉପରେ ଆଲୋକପାତ କରୁଥିବା ଏକ ନିବନ୍ଧ ସେୟାର କରିଛନ୍ତି।
ମହିଳା ନିଯୁକ୍ତି ହାର ୨୦୧୭ ରେ ୨୨%ରୁ ୨୦୨୫ ରେ ୩୯% କୁ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି, ଯାହା କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନସୁଖ୍ ମାଣ୍ଡଭିୟ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
‘‘ମହିଳା ନିଯୁକ୍ତି ହାର ୨୦୧୭ ରେ ୨୨%ରୁ ୨୦୨୫ ରେ ୩୯%କୁ ବୃଦ୍ଧି ପାଇଛି: କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନସୁଖ୍ ମାଣ୍ଡଭିୟ ।’’
HS
(रिलीज़ आईडी: 2257081)
आगंतुक पटल : 29
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam