ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଯକ୍ଷ୍ମା ଦୂରୀକରଣ ପାଇଁ ଭାରତର ପ୍ରୟାସ ଉପରେ ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
24 MAR 2026 1:36PM by PIB Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି।
ଏହି ପ୍ରବନ୍ଧରେ ଜନ ଭାଗିଦାରୀରେ ଦେଶର ଯକ୍ଷ୍ମା ଦୂରୀକରଣ ଯାତ୍ରା ବିଷୟରେ ଲେଖାଯାଇଛି। ଏହା ଉଲ୍ଲେଖ କରିଛି ଯେ ଭାରତ ଗବେଷଣା ଏବଂ ବିକାଶରେ ନିରନ୍ତର ନିବେଶ କରିଛି, ସହଭାଗୀତାକୁ ମଜବୁତ କରିଛି ଏବଂ ମେଡ୍-ଇନ୍-ଇଣ୍ଡିଆ ଟିବି ନିର୍ଣ୍ଣୟର ଏକ ପାଇପଲାଇନ ସୃଷ୍ଟି କରିଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ X ରେ ପୋଷ୍ଟ କରିଛି;
“କେନ୍ଦ୍ର ମନ୍ତ୍ରୀ ଶ୍ରୀ @JPNadda ଜନ ଭାଗିଦାରୀରେ ଦେଶର ଯକ୍ଷ୍ମା ଦୂରୀକରଣ ପାଇଁ ଯାତ୍ରା ବିଷୟରେ ଲେଖିଛନ୍ତି।
ସେ ଉଲ୍ଲେଖ କରିଛନ୍ତି ଯେ ଭାରତ ଗବେଷଣା ଏବଂ ବିକାଶରେ ନିରନ୍ତର ନିବେଶ କରିଛି, ସହଭାଗୀତାକୁ ମଜବୁତ କରିଛି ଏବଂ ମେଡ୍-ଇନ୍-ଇଣ୍ଡିଆ ଟିବି ନିର୍ଣ୍ଣୟର ଏକ ପାଇପଲାଇନ ସୃଷ୍ଟି କରିଛି।”
****
SPD
(ରିଲିଜ ଆଡି: 2255121)
ପରିଦର୍ଶକ କାଉଣ୍ଟର : 19
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Bengali-TR
,
Punjabi
,
Gujarati
,
Telugu
,
Kannada
,
Malayalam