ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୌର ଶକ୍ତି କ୍ଷମତାରେ ଭାରତର ରେକର୍ଡ ପ୍ରଗତି ଉପରେ ଆଲୋକପାତ କରୁଥିବା ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
10 APR 2026 1:19PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନିବନ୍ଧ ସେୟାର କରିଛନ୍ତି ଯେଉଁଥିରେ ଭାରତର ସର୍ବାଧିକ ବାର୍ଷିକ ସୌର କ୍ଷମତା ବୃଦ୍ଧି ରେକର୍ଡ କରିବାରେ ସଫଳତା ଉପରେ ଆଲୋକପାତ କରାଯାଇଛି।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଉଲ୍ଲେଖ କରିଥିବା ପରି ଅକ୍ଷୟ ଶକ୍ତି କ୍ଷେତ୍ରରେ ହାସଲ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଉପରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ଲେଖିଛନ୍ତି:
ଭାରତ ସର୍ବାଧିକ ବାର୍ଷିକ ସୌର କ୍ଷମତା ବୃଦ୍ଧି ରେକର୍ଡ କରିଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ।’’
HS
(ରିଲିଜ ଆଡି: 2252486)
ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam