ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଡ ଫ୍ରାଇଡେ ଅବସରରେ ସୌହାର୍ଦ୍ଦ୍ୟ ଏବଂ କରୁଣାର ମୂଲ୍ୟବୋଧ ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 APR 2026 9:38AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗୁଡ୍ ଫ୍ରାଇଡେ ଆମକୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଉଛି

ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ ଯେ ଏହି ଦିନ ସୌହାର୍ଦ୍ଦ୍ୟ, କରୁଣା ଏବଂ କ୍ଷମାର ମୂଲ୍ୟବୋଧକୁ ଗଭୀର କରିଥାଏ

ସେ କହିଥିଲେ ଯେ ଭାଇଚାରା ଏବଂ ଆଶା ସମସ୍ତଙ୍କୁ ମାର୍ଗଦର୍ଶନ କରିବା ଉଚିତ

ଏକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

"ଗୁଡ୍ ଫ୍ରାଇଡେ ଆମକୁ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ବିଷୟରେ ମନେ ପକାଇ ଦିଏ। ଏହି ଦିନ ସୌହାର୍ଦ୍ଦ୍ୟ, କରୁଣା ଏବଂ କ୍ଷମାର ମୂଲ୍ୟବୋଧକୁ ଆହୁରି ଗଭୀର କରୁ। ଭାଇଚାରା ଏବଂ ଆଶା ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁ "

HS


(ରିଲିଜ ଆଡି: 2249231) ପରିଦର୍ଶକ କାଉଣ୍ଟର : 9