ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଓଡ଼ିଶା ଦିବସ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ଅମିତ ଶାହ
ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଆଶୀର୍ବାଦରେ ଓଡ଼ିଶା ଭାରତର ଗର୍ବ ଭାବରେ ଆଲୋକିତ ହୁଏ
ବିକାଶିତ ଭାରତ ଦିଗରେ ଏହି ରାଜ୍ୟ ପ୍ରଗତି ଏବଂ ସମୃଦ୍ଧିର ନୂତନ ଶିଖର ଛୁଇଁବ
ପୋଷ୍ଟ କରାଯିବା ଦିନାଙ୍କ:
01 APR 2026 11:08AM by PIB Bhubaneswar
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଓଡ଼ିଶା ଦିବସ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି, "ଓଡ଼ିଶା ଦିବସରେ ଓଡ଼ିଶାର ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା। ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଆଶୀର୍ବାଦରେ ଧନ୍ଯ, ଓଡ଼ିଶା ଭାରତର ଗର୍ବ ଭାବରେ ଆଲୋକିତ ହୁଏ । ବିକାଶିତ ଭାରତ ଦିଗରେ ଏହି ରାଜ୍ୟ ପ୍ରଗତି ଏବଂ ସମୃଦ୍ଧିର ନୂତନ ଶିଖର ଛୁଇଁବ ।’’
HS
(ରିଲିଜ ଆଡି: 2248142)
ପରିଦର୍ଶକ କାଉଣ୍ଟର : 8