ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁଲୱାମାର ସାହସୀ ବୀରମାନଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
14 FEB 2026 11:06AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମସିହା ଆଜିର ଦିନରେ ପୁଲୱାମାରେ ପ୍ରାଣବଳି ଦେଇଥିବା ସାହସୀ ବୀରମାନଙ୍କୁ ସ୍ମରଣ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଦେଶ ପ୍ରତି ସେମାନଙ୍କର ସମର୍ପଣ, ସଂକଳ୍ପ ଏବଂ ସେବା ଆମ ସାମୂହିକ ଚେତନାରେ ସର୍ବଦା ପାଇଁ ସ୍ଥାନିତ ହୋଇ ରହିଛି ଏବଂ ପ୍ରତ୍ୟେକ ଭାରତୀୟ ସେମାନଙ୍କ ସ୍ଥାୟୀ ସାହସରୁ ଶକ୍ତି ପାଆନ୍ତି।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:
"୨୦୧୯ ମସିହା ଆଜିର ଦିନରେ ପୁଲୱାମାରେ ପ୍ରାଣବଳି ଦେଇଥିବା ସାହସୀ ବୀରମାନଙ୍କୁ ମନେ ପକାଇବା। ଦେଶ ପ୍ରତି ସେମାନଙ୍କର ସମର୍ପଣ, ସଂକଳ୍ପ ଏବଂ ସେବା ଆମ ସାମୂହିକ ଚେତନାରେ ସର୍ବଦା ସ୍ଥାନିତ ହୋଇ ରହିଥାଉ। ପ୍ରତ୍ୟେକ ଭାରତୀୟ ସେମାନଙ୍କ ସ୍ଥାୟୀ ସାହସରୁ ଶକ୍ତି ପାଆନ୍ତୁ।"
*****
MT
(ରିଲିଜ ଆଡି: 2245562)
ପରିଦର୍ଶକ କାଉଣ୍ଟର : 14
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam