ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୋର୍ଡାନର ରାଜାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 MAR 2026 9:45PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ମହାମହିମ ରାଜା ଦ୍ୱିତୀୟ ଅବଦୁଲ୍ଲାଙ୍କ ସହ କଥା ହୋଇଥିଲେ

ଏହି ଅଞ୍ଚଳରେ ଉପୁଜିଥିବା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେସେ ଜୋର୍ଡାନର ଲୋକଙ୍କ ଶାନ୍ତି, ସୁରକ୍ଷା ଏବଂ କଲ୍ୟାଣ ପାଇଁ ସମର୍ଥନ ଦୋହରାଇଥିଲେ

ଏହି କଠିନ ସମୟରେ ଜୋର୍ଡାନରେ ଭାରତୀୟ ସମ୍ପ୍ରଦାୟର ଯତ୍ନ ନେଇଥିବାରୁ ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ

ପ୍ରଧାନମନ୍ତ୍ରୀ 'ଏକ୍ସରେ ସେୟାର କରିଛନ୍ତି

"ଜୋର୍ଡାନର ମହାମହିମ ରାଜା ଦ୍ୱିତୀୟ ଅବଦୁଲ୍ଲାଙ୍କ ସହ କଥା ହେଲିଏହି ଅଞ୍ଚଳରେ ଉପୁଜିଥିବା ପରିସ୍ଥିତିକୁ ନେଇ ଆମର ଗଭୀର ଚିନ୍ତା ବ୍ୟକ୍ତ କରିଥିଲେଜୋର୍ଡାନର ଲୋକଙ୍କ ଶାନ୍ତି, ସୁରକ୍ଷା ଏବଂ କଲ୍ୟାଣ ପାଇଁ ଆମେ ଆମର ସମର୍ଥନକୁ ଦୋହରାଇଛୁଏହି କଠିନ ସମୟରେ ଜୋର୍ଡାନରେ ଭାରତୀୟ ସମ୍ପ୍ରଦାୟର ଯତ୍ନ ନେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।’’

HS


(ରିଲିଜ ଆଡି: 2235640) ପରିଦର୍ଶକ କାଉଣ୍ଟର : 37