ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜ୍ଞାନର ଗୁରୁତ୍ୱକୁ ଉଚ୍ଚକିତ କରି ସଂସ୍କୃତ ସୁଭାଷିତମ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 JAN 2026 10:36AM by PIB Bhubaneswar

ଚିରନ୍ତନ ଜ୍ଞାନକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଷିତମ ସେୟାର କରିଛନ୍ତି

ସଂସ୍କୃତ ଶ୍ଲୋକଟି –

ଅନନ୍ତଶାସ୍ତ୍ରମ ବହୁଲାଶ୍ଚ ବିଦ୍ୟାଃ ଅଳ୍ପଶ୍ଚ କାଳୋ ବହୁବିଘ୍ନତା

ୟତ୍ସାରଭୂତଂ ତଦୁପାସନୀୟଂ ହଂସୋ ୟଥା କ୍ଷୀରମିବାମ୍ବୁମଧ୍ୟାତ

ଏହା ସୂଚିତ କରେ ଯେ,

ଜ୍ଞାନ ଆହରଣ ପାଇଁ ଅଂସଖ୍ୟ ଶାସ୍ତ୍ର ଜ୍ଞାନର ବିବିଧ ବିଭାଗ ରହିଛି ବହୁ ବାଧାବିଘ୍ନ ସୀମିତ ସମୟ ଭିତରେ ମଣିଷର ଜୀବନ ସଂକୁଚିତ ତେଣୁ ଜଣେ ହଂସ ପରି ହେବା ଉଚିତ ଯିଏ କ୍ଷୀର ନୀରକୁ ଅଲଗା କରେ ସତ୍ୟ ରୂପୀ ପ୍ରଜ୍ଞାକୁ ସେ କେବଳ ଆହରଣ କରିଥାଏ

ଏକ୍ସ ପୋଷ୍ଟରେ ମୋଦୀ ଉଲ୍ଲେଖ କରିଛନ୍ତି,

‘ ଅନନ୍ତଶାସ୍ତ୍ରମ ବହୁଲାଶ୍ଚ ବିଦ୍ୟାଃ ଅଳ୍ପଶ୍ଚ କାଳୋ ବହୁବିଘ୍ନତା

ୟତ୍ସାରଭୂତଂ ତଦୁପାସନୀୟଂ ହଂସୋ ୟଥା କ୍ଷୀରମିବାମ୍ବୁମଧ୍ୟାତ ।’

PBD


(ରିଲିଜ ଆଡି: 2230316) ପରିଦର୍ଶକ କାଉଣ୍ଟର : 33