ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏଷ୍ଟୋନିଆର ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
18 FEB 2026 6:16PM by PIB Bhubaneshwar
ଏଷ୍ଟୋନିଆର ରାଷ୍ଟ୍ରପତି ଶ୍ରୀ ଆଲାର କାରିସ୍ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଦୁଇ ନେତା ଭବିଷ୍ୟତ ପ୍ରଯୁକ୍ତିବିଦ୍ୟା, ଶକ୍ତି ପରିଚାଳନା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏକତ୍ର କାମ କରିବା ବିଷୟରେ ଆଲୋଚନା କରିଛନ୍ତି ।
ଏକ୍ସରେ ପୃଥକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବା ଦେଶ
ଏଷ୍ଟୋନିଆର ରାଷ୍ଟ୍ରପତି ଆଲାର କାରିସ୍ଙ୍କ ସହ ଖୁବ୍ ଭଲ ସାକ୍ଷାତ ହେଲା । ଆମେ ବିଶେଷକରି ଐତିହାସିକ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ପରିପ୍ରେକ୍ଷୀରେ ଆମର ଆର୍ଥିକ ସହଭାଗୀତାକୁ ଅଧିକ ମଜବୁତ କରିବା ଉପରେ ଆଲୋଚନା କରିଥିଲୁ । ଆମେ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା, ଶକ୍ତି ପରିଚାଳନା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏକତ୍ର କାମ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲୁ ।
@AlarKaris”
“Oli suurepärane kohtumine Alar Karisega, Eesti Vabariigi Presidendiga - riigiga, mis on teinud märkimisväärseid edusamme tehnoloogia ja tehisintellekti valdkonnas. Arutasime võimalusi meie majanduspartnerluse edasiseks tugevdamiseks, eriti India ja ELi vabakaubanduslepingu, mis on ajalooline kokkulepe. Samuti rääkisime koostööst futuristlike tehnoloogiate, energiahalduse, oskuste ja muud.
@AlarKaris”
SR
(ରିଲିଜ ଆଡି: 2230313)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam
,
Malayalam