ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା

प्रविष्टि तिथि: 13 JAN 2026 10:52PM by PIB Bhubaneswar

ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ଇମାନୁଏଲ ବୋନି ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି

ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,

‘ରାଷ୍ଟ୍ରପତି ମାକ୍ରନଙ୍କ କୂଟନୈତିକ ପରାମର୍ଶଦାତା ଇମାନୁଏଲ ବୋନିଙ୍କୁ ସାକ୍ଷାତ କରି ମୁଁ ଅତ୍ୟନ୍ତ ଆନନ୍ଦିତ

ବିଭିନ୍ନ ପ୍ରସଙ୍ଗରେ ଘନିଷ୍ଠତା କାରଣରୁ ଭାରତ ଫ୍ରାନ୍ସ ଭିତରେ ରହିଥିବା ଶକ୍ତ ବିଶ୍ୱାସୀ ଭାଗିଦାରୀ ଆହୁରି ମଜଭୂତ ହୋଇଛି ଭାରତ-ଫ୍ରାନ୍ସ ଇନୋଭେସନ ବର୍ଷ ପରିପ୍ରେକ୍ଷୀରେ ଗବେଷଣା, ପ୍ରଯୁକ୍ତି ବିଦ୍ୟା, ଶିକ୍ଷା ଉପରେ ସହଯୋଗ ବୃଦ୍ଧି କାରଣରୁ ଆମେ ଖୁବ ଉତ୍ସାହିତ ରହିଛୁ ଆଂଚଳିକ ବୈଶ୍ୱିକ ପ୍ରସଙ୍ଗ ଉପରେ ଦୁଇ ଦେଶ ଉତମ ରୂପରେ ଭାବ ବିନିମୟ କରିଲେ ଆଗାମୀ ଦିନରେ ରାଷ୍ଟ୍ରପତି ମାକ୍ରନଙ୍କ ଗସ୍ତ ନେଇ ଖୁବ ଆଶାବାଦୀ ରହିଛି ।’

PBD


(रिलीज़ आईडी: 2223528) आगंतुक पटल : 40
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam