ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅହମଦାବାଦ ମେଟ୍ରୋ ଫେଜ-୨ ଲୋକାର୍ପଣର ଝଲକକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
11 JAN 2026 9:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଆଜି ଅହମଦାବାଦ ମେଟ୍ରୋ ଫେଜ-୨ ଲୋକାର୍ପଣର କିଛି ଝଲକକୁ ସେୟାର କରିଛନ୍ତି ।
ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,
‘ଅହମଦାବାଦର ଭିତିଭୂମି ବିକାଶ ଏଠାରେ ହେଉଥିବା କିଛି ଲୋକାଭିମୁଖୀ କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଫଳିତ ହେଉଛି । ଆମେ ଏଥିପ୍ରତି ପ୍ରତିବଦ୍ଧ । ଆଜି ଫେଜ-୨ ଅଧୀନରେ ସେକ୍ଟର ୧୦ (ଏ)ରୁ ମହାତ୍ମା ମନ୍ଦିର ଯାଏ ଅହମଦାବାଦ ମେଟ୍ରୋକୁ ସମ୍ପ୍ରସାରିତ କରାଗଲା । ଏହା ଅହମଦାବାଦ ଓ ଗାନ୍ଧୀନଗର ଲୋକମାନଙ୍କ ଜୀବନଯାପନ ଶୈଳୀକୁ ସହଜ କରିବ ।’
PBD
(रिलीज़ आईडी: 2223527)
आगंतुक पटल : 38
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam