ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ତାମିଲନାଡ଼ୁ ସହିତ ତାଙ୍କର ସମ୍ପର୍କ ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
23 JAN 2026 7:26PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନଙ୍କ ଦ୍ୱାରା ଲିଖିତ ଏକ ଅନ୍ତର୍ଦୃଷ୍ଟିସମ୍ପନ୍ନ ନିବନ୍ଧ ସେୟାର କରିଛନ୍ତି।
ଏହି ନିବନ୍ଧଟି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମହାନତା ଉପରେ ଆଲୋକପାତ କରିଛି ଏବଂ ତାମିଲନାଡୁ ସହିତ ନେତାଜୀଙ୍କ ସମ୍ପର୍କ ବିଷୟରେ ଆକର୍ଷଣୀୟ ବିବରଣୀ ଉପସ୍ଥାପନ କରିଛି।
ଏହି ନିବନ୍ଧକୁ ସେୟାର କରି ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି;
"ନେତାଜୀ ବୋଷଙ୍କ ମହାନତା ଏବଂ ତାମିଲନାଡ଼ୁ ସହିତ ନେତାଜୀଙ୍କ ସମ୍ପର୍କ ବିଷୟରେ ମଧ୍ୟ ଆକର୍ଷଣୀୟ ବିବରଣୀ ଉପରେ ଉପରାଷ୍ଟ୍ରପତି ଥିରୁ ସି. ପି. ରାଧାକ୍ରିଷ୍ଣନ ଜୀଙ୍କ ଦ୍ୱାରା ଏହା ଏକ ଅନ୍ତର୍ଦୃଷ୍ଟିସମ୍ପନ୍ନ ପ୍ରବନ୍ଧ।’’
HS
(रिलीज़ आईडी: 2218105)
आगंतुक पटल : 46
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam