ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରାୟଣ ଏବଂ ମାଘ ବିହୁ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 JAN 2026 10:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାୟଣ ଏବଂ ମାଘ ବିହୁ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ୍ସରେ ଅଲଗା ଅଲଗା ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:

"ସମସ୍ତଙ୍କୁ ଉତ୍ତରାୟଣର ଶୁଭେଚ୍ଛା!"

"ସମସ୍ତଙ୍କୁ ମାଘ ବିହୁର ଶୁଭେଚ୍ଛା!"

HS


(ରିଲିଜ ଆଡି: 2214450) ପରିଦର୍ଶକ କାଉଣ୍ଟର : 41