ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମେକ ଇନ୍ ଇଣ୍ଡିଆ ପ୍ରୟାସର ୧୧ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2025 1:01PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପର ୧୧ତମ ବାର୍ଷିକୀ ପାଳନ କରିଛନ୍ତି, ଯାହା ଭାରତର ଅର୍ଥନୈତିକ ପରିଦୃଶ୍ୟ ଏବଂ ଉଦ୍ୟୋଗୀ ଇକୋସିଷ୍ଟମ ଉପରେ ଏହାର ପରିବର୍ତ୍ତନକାରୀ ପ୍ରଭାବକୁ ପାଳନ କରୁଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମେକ୍ ଇନ୍ ଇଣ୍ଡିଆ ଭାରତୀୟ ଉଦ୍ୟୋଗୀମାନଙ୍କୁ ଅପାର ଶକ୍ତି ଦେଇଛି, ଯାହା ବିଶ୍ୱ ସ୍ତରରେ ପ୍ରଭାବ ସୃଷ୍ଟି କରିଛି।
MyGovIndia ଦ୍ୱାରା X ଉପରେ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
୧୧ ବର୍ଷ ପୂର୍ବେ ଆଜିର ଦିନରେ, ମେକ୍ ଇନ୍ ଇଣ୍ଡିଆ ପ୍ରୟାସ ଆରମ୍ଭ ହୋଇଥିଲା। ଏହାର ଲକ୍ଷ୍ଯ ଥିଲା ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଆମ ଦେଶର ଉଦ୍ୟୋଗୀ ସମ୍ଭାବନାକୁ ଉପଯୋଗ କରିବା ।
ଆତ୍ମନିର୍ଭାର #୧୧ବର୍ଷ ମେକ୍ ଇନ୍ ଇଣ୍ଡିଆ କିପରି ଆର୍ଥିକ ଶକ୍ତିକୁ ଆହୁରି ବୃଦ୍ଧି କରିବାରେ ଏବଂ ଆତ୍ମନିର୍ଭରତାର ମୂଳଦୁଆ ସ୍ଥାପନ କରିବାରେ ଯୋଗଦାନ ଦେଇଛି ତାହା ଦେଖିବା ଉତ୍ସାହଜନକ। ଏହା ସମସ୍ତ କ୍ଷେତ୍ରରେ ନବସୃଜନ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିଛି।
"ମେକ୍ ଇନ୍ ଇଣ୍ଡିଆ ଭାରତର ଉଦ୍ୟୋଗୀମାନଙ୍କୁ ଏକ ପ୍ରେରଣା ଦେଇଛି, ଯାହା ଫଳରେ ଏକ ବିଶ୍ୱ ପ୍ରଭାବ ସୃଷ୍ଟି ହୋଇଛି।
#ଭାରତ ନିର୍ମାଣର ୧୧ ବର୍ଷ"
sws
(ରିଲିଜ ଆଡି: 2202859)
ପରିଦର୍ଶକ କାଉଣ୍ଟର : 26
ଏହି ରିଲିଜ ପଢନ୍ତୁ :
Bengali-TR
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam