ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମ ଦେଶର ସମ୍ବିଧାନର ଯାତ୍ରା ଆଧାରିତ ଏକ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 NOV 2025 1:50PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମ ଦେଶର ସମ୍ବିଧାନର ଯାତ୍ରା ଉପରେ ଆଧାରିତ ଏକ ଆଲେଖ୍ୟ ଶେୟାର କରିଛନ୍ତି, ଯାହା ସମ୍ବିଧାନ ସଭା ଦ୍ୱାରା ଗଠିତ ଏବଂ କୋଟି କୋଟି ଭାରତୀୟଙ୍କ ଆକାଂକ୍ଷା ଦ୍ୱାରା ସମୃଦ୍ଧ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ସମ୍ବିଧାନ ୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ଏବଂ ଆତ୍ମବିଶ୍ୱାସୀ ବିକଶିତ ଭାରତ ଭାବରେ ଆଗକୁ ନେବା ପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରୁଛି

ଲୋକସଭାର ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କର ଏକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପିଏମ୍ ଇଣ୍ଡିଆ ହ୍ୟାଣ୍ଡେଲ ପକ୍ଷରୁ କୁହାଯାଇଛି;

ଏହି ଅର୍ନ୍ତଦୃଷ୍ଟିପୂର୍ଣ୍ଣ ଆଲେଖ୍ୟରେ, ମାନ୍ୟବର ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ସମ୍ବିଧାନ ସଭା ଦ୍ୱାରା ଗଠିତ ଏବଂ କୋଟି କୋଟି ଭାରତୀୟଙ୍କ ଆକାଂକ୍ଷା ଦ୍ୱାରା ସମୃଦ୍ଧ ଆମ ଦେଶର ସମ୍ବିଧାନର ଯାତ୍ରା ଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରିଛନ୍ତି

ସେ ଉଲ୍ଲେଖ କରିଛନ୍ତି ଯେ, ସମ୍ବିଧାନ ୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ଏବଂ ଆତ୍ମବିଶ୍ୱାସୀ ବିକଶିତ ଭାରତ ଭାବରେ ଆଗକୁ ନେବା ପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରୁଛି

 

 

SR


(ରିଲିଜ ଆଡି: 2195168) ପରିଦର୍ଶକ କାଉଣ୍ଟର : 30