ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବର୍ଜିସ୍ ଦେଶାଇ, ନିଜ ପୁସ୍ତକର ଏକ କପି ଭେଟି ଦେଲେ

Posted On: 18 NOV 2025 7:10PM by PIB Bhubaneshwar

 

ପ୍ରସିଦ୍ଧ ଆଇନଜୀବୀ ଶ୍ରୀ ବର୍ଜିସ୍ ଦେଶାଇ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ସାକ୍ଷାତ ସମୟରେ ଶ୍ରୀ ଦେଶାଇ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପୁସ୍ତକର ଏକ କପି ଭେଟି ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ପ୍ରଖ୍ୟାତ ଆଇନଜୀବୀ ଶ୍ରୀ ବର୍ଜିସ୍ ଦେଶାଇ ଜୀଙ୍କୁ ସାକ୍ଷାତ କରି ଏବଂ ତାଙ୍କ ପୁସ୍ତକର ଏକ କପି ପାଇ ଖୁସି ହେଲି ।”

https://x.com/narendramodi/status/1990765807933272564?s=46&t=lYim83Rgu8iRwsKYYY93XA

 

SR

 


(Release ID: 2191524) Visitor Counter : 8