ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଷୋଡଶ ଅର୍ଥ ଆୟୋଗର ପ୍ରତିନିଧି ଦଳଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
17 NOV 2025 8:11PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୋଗର ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ୧୬ତମ ଅର୍ଥ ଆୟୋଗ ସଦସ୍ୟଙ୍କ ଏକ ପ୍ରତିନିଧି ଦଳକୁ ଭେଟିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
‘‘ଆୟୋଗର ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ୧୬ତମ ଅର୍ଥ ଆୟୋଗ ସଦସ୍ୟଙ୍କ ଏକ ପ୍ରତିନିଧି ଦଳଙ୍କୁ ଭେଟିଥିଲି।’’
HS
(ରିଲିଜ ଆଡି: 2191018)
ପରିଦର୍ଶକ କାଉଣ୍ଟର : 31
ଏହି ରିଲିଜ ପଢନ୍ତୁ :
Tamil
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam