ପୋଷ୍ଟ କରାଯିବା ଦିନାଙ୍କ:
28 OCT 2023 8:44PM by PIB Bhubaneswar
ଆଜି ହାଙ୍ଗଝୋ ଏସୀୟ ପାରା କ୍ରୀଡ଼ାରେ ପୁରୁଷ ଚେସ୍ ବି୨ ବର୍ଗ ଟିମ୍ ରେ କାଂସ୍ୟ ପଦକ ଜିତିଥିବା କିଷନ ଗାଙ୍ଗୋଲି, ଆର୍ଯ୍ୟନ ଯୋସୀ ଓ ସୋମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
"ପୁରୁଷ ଚେସ୍ ବିଟୁ ବର୍ଗ ଟିମ୍ ରେ କାଂସ୍ୟ ପଦକ ହାସଲ କରିଥିବା କିଷନ ଗାଙ୍ଗୋଲି, ଆର୍ଯ୍ୟନ ଯୋଶୀ ଓ ସୋମେନ୍ଦ୍ରଙ୍କୁ ବହୁତ ବହୁତ ଅଭିନନ୍ଦନ। ସେମାନଙ୍କ ଭବିଷ୍ୟତର ପ୍ରଚେଷ୍ଟା ପାଇଁ ଶୁଭକାମନା।"
ପୁରୁଷ ଚେସ୍ ବିଟୁ ବର୍ଗ ଟିମ୍ ରେ କାଂସ୍ୟ ପଦକ ହାସଲ କରିଥିବା କିଷନ ଗାଙ୍ଗୋଲି, ଆର୍ଯ୍ୟନ ଯୋଶୀ ଓ ସୋମେନ୍ଦ୍ରଙ୍କୁ ବହୁତ ବହୁତ ଅଭିନନ୍ଦନ। ସେମାନଙ୍କ ଭବିଷ୍ୟତର ପ୍ରଚେଷ୍ଟା ପାଇଁ ଶୁଭକାମନା pic.twitter.com/H3AZnWJyxo
-Narendra Modi (@narendramodi) October 28, 2023
BSP