ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ପାରା କ୍ରୀଡ଼ାର ଜାଭେଲିନରେ କାଂସ୍ୟ ପଦକ ଜିତିଥିବା ଟେକଚାନ୍ଦ ମହଲାଓ୍ୱତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
28 OCT 2023 8:32PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋ ପାରା ଏସୀୟ କ୍ରୀଡ଼ାର ଜାଭେଲିନ ଥ୍ରୋ –ଏଫ୍୫୫ ବର୍ଗରେ କାଂସ୍ୟ ପଦକ ହାସଲ କରିଥିବା ଟେକଚାନ୍ଦ ମହଲାଓ୍ୱତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମହଲାଓ୍ୱତଙ୍କ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି, ଏହା ଟେକଚାନ୍ଦଙ୍କ ଦୃଢ଼ ମନୋବଳ ଓ ଶ୍ରେଷ୍ଠ ପ୍ରଦର୍ଶନକୁ ଦର୍ଶାଉଛି ଏବଂ ଦେଶକୁ ଗର୍ବିତ କରୁଛି।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି:
“ ପୁରୁଷ ଜାଭେଲିନ ଥ୍ରୋ ଏଫ୍-୫୫ ରେ ଅଭୂତପୂର୍ବ ପ୍ରଦର୍ଶନ କରି କାଂସ୍ୟପ୍ରଦକ ପାଇଥିବାରୁ ଟେକଚାନ୍ଦ ମହଲାଓ୍ୱତଙ୍କୁ ବହୁତ ବହୁତ ଅଭିନନ୍ଦନ।
ଏହି ପ୍ରଦର୍ଶନ ତାଙ୍କର ଦୃଢ଼ ମନୋବଳ ଓ ଶ୍ରେଷ୍ଠତା ପ୍ରତିଫଳିତ କରୁଛି ଏବଂ ଏହା ଆମ ଦେଶ ପାଇଁ ଆଣିଛି ଗର୍ବ।"
ପୁରୁଷ ଜାଭେଲିନ ଥ୍ରୋ ଏଫ୍୫୫ ରେ ଚମତ୍କାର ପ୍ରଦର୍ଶନ କରି କାଂସ୍ୟ ପଦକ ପାଇଥିବାରୁ ବହୁତ ବହୁତ ଅଭିନନ୍ଦନ @MahlawatTek
ଏହି ପ୍ରଦର୍ଶନ ତାଙ୍କର ଦୃଢ଼ ମନୋବଳ ଓ ଶ୍ରେଷ୍ଠତାକୁ ପ୍ରତିଫଳିତ କରୁଛି ଏବଂ ଏହା ଆମ ଦେଶ ପାଇଁ ଆଣିଦେଇଛି ବହୁତ ଗୌରବ। pic.twitter.com/xttQAUxNzk
— Narendra Modi (@narendramodi) October 28, 2023
BSP
(रिलीज़ आईडी: 2189191)
आगंतुक पटल : 17
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada