ପୋଷ୍ଟ କରାଯିବା ଦିନାଙ୍କ:
19 SEP 2023 8:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ବତ୍ସରୀ ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଗୋଟିଏ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,
‘ସାମ୍ବତ୍ସରୀ ଉତ୍ସବ କ୍ଷମା ଓ ଏକତାର ପ୍ରତୀକ । ସବୁପ୍ରକାର ଭେଦଭାବକୁ ଏଡାଇ ଏକତ୍ୱ ଓ କରୁଣା ଭାବକୁ ଗୁରୁତ୍ୱ ଦେବା ଉଚିତ । ମିଛାମି ଦୁକ୍କଦମ ।’
କ୍ଷମା ଓ ଏକତାକୁ ସାମ୍ବତ୍ସରୀ ଉତ୍ସବ ସୂଚାଇଥାଏ । ଭେଦଭାବକୁ ଗୋଟିଏ ପାଖରେ ରଖି ସବୁବେଳେ କରୁଣା ଓ ଐକ୍ୟ ଭାବ ଆମକୁ ପ୍ରେରିତ କରୁଥାଉ ।
ମିଛାମି ଦୁକ୍କଦମ
- ନରେନ୍ଦ୍ର ମୋଦୀ
PBD