ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହିଳା ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ସାୱିଟି ବୁରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
25 MAR 2023 10:48PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ବକ୍ସର ସାୱିଟି ବୁରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି;
"@saweetyboora ଙ୍କ ଦ୍ଵାରା ଅସାଧାରଣ ପ୍ରଦର୍ଶନ! ମହିଳା ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କ ପାଇଁ ଗର୍ବିତ। ତାଙ୍କ ସଫଳତା ଅନେକ ଆଗାମୀ ଖେଳାଳିଙ୍କୁ ପ୍ରେରଣା ଦେବ।"
@saweetyboora ଙ୍କ ଦ୍ଵାରା ଅସାଧାରଣ ପ୍ରଦର୍ଶନ! ମହିଳା ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କ ପାଇଁ ଗର୍ବିତ। ତାଙ୍କ ସଫଳତା ଅନେକ ଆଗାମୀ ଖେଳାଳିଙ୍କୁ ପ୍ରେରଣା ଦେବ। pic.twitter.com/6gMwyXjYpX
— ନରେନ୍ଦ୍ର ମୋଦି (@narendramodi) ମାର୍ଚ୍ଚ ୨୫,୨୦୨୩
***
SPD
(रिलीज़ आईडी: 2187745)
आगंतुक पटल : 37
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam